ଚଉକି
March 9, 2023
Woman liberation
April 6, 2023

#memory #forget #quotesbyP #drvpacharya
ସ୍ମୃତି ଶକ୍ତି ପ୍ରଖର ତ ନିଶ୍ଚୟ ଦରକାର, ତେବେ ଯଦି ବିସ୍ମୃତି ନ ଥା’ନ୍ତା ତେବେ ଆମ ଅବସ୍ଥା କଣ ହୁଅନ୍ତା କହିଲେ? ଖୁସି ଖବରଟିଏ ପାଇ ଦିନ ଦିନ ଧରି ଖୁସି ରହିଲେ ବି ଆପଣ ପାଗଳା ହୋଇଯିବେ ଆଉ ରାଗ- ଋଷା କଥା ଅବା କହିବା କଣ ! ସ୍ମୃତି ଓ ବିସ୍ମୃତି ଉଭୟ ଦୈବୀ ଆଶୀର୍ବାଦ I ଯେବେ ଚେତନାର ପ୍ରଗତି ହେବ, ଯେବେ ପ୍ରତ୍ୟେକ ଘଟନାକୁ ମହାଜାଗତିକ ହିସାବ ରୂପେ ସାଧାରଣ ଭାବେ ଗ୍ରହଣ କରିବାର ସାମର୍ଥ୍ୟ ଆସିବ, ସେବେ ହୁଏତ ବିସ୍ମୃତିର ଆବଶ୍ୟକତା ସେତେ ରହିବ ନାହିଁ l

Leave a Reply

Your email address will not be published. Required fields are marked *