କୁହେଳିକା ମୁଁ
April 16, 2022
ଅହଂ ବ୍ରହ୍ମାସ୍ମି
April 16, 2022

ଝୁମନ୍ତି ମସ୍ତମନେ ଆଜି ତରୁଲତିକା
ନାଲି ଅଧରୁ ହସ ଝରାଏ କଳିକା
ଧରଣୀ କୋଳାଏ ମୋତେ ହାତ ତୋଳିକା ;
ତୁମରି ଆଗମନର କି କାରଣ ଏ
ମନେ ମୋ ସଂଚରେ ଏକ ଆଶା ଲତିକା

ମେଘମାଳା ଛୁଇଁ ଯାଏ ଅଦ୍ରିରାଜକୁ
ଭ୍ରମର ଚୁମୁଥାଏ ନବକଳିକୁ
କୁହୁତାନେ ମସ୍ତ କୋକିଳ ପାଗଳା ;
କି ଏକ ଅଦ୍ଭୁତ ଅଳସତା ଘୋଟେ
ମନେ ପ୍ରଶ୍ନ ଉଠେ ; ସତ ଅବା ଏ ମରୀଚିକା !!

ବିୟତ୍ ପ୍ରଜ୍ଞା ଆଚାର୍ଯ୍ୟ


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *