Odia Padya

October 26, 2023
କାଞ୍ଚି ବିଜୟ

କାଞ୍ଚି ବିଜୟ

ସୁଦୂର ପୁଦୁଚେରୀର କାରାଇକାଲ ଜିଲ୍ଲାରେ କାମ କରୁଥାଉଁ – ଆମ ଡିପାର୍ଟମେଣ୍ଟରେ ଆମେ ଦୁଇ ଜଣ ଓଡ଼ିଆ କର୍ମଚାରୀ, ଜଣେ ତେଲୁଗୁ, 3 ଜଣ ତାମିଲ ଲୋକ –ଗାଏ ମୋଟ ଏତିକି ବାୟୋକେମିଷ୍ଟ୍ରି ଶିକ୍ଷକ ଥାଉ […]
June 18, 2023

ସୁପ୍ତ-ସାଥୀ

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ ସ୍ୱପ୍ନ ଦେଖିବା ଭୁଲିଛି ମୁଁ ଆଜି ସମ୍ବଳ କେବଳ ପୂର୍ବ ସ୍ମୃତିରାଜି ମନପକ୍ଷୀର ଡେଣା-ବେନି ପଙ୍ଗୁ ଯେ ଆଜି ଭାଗ୍ୟର ଖେଳରେ ନିଥର ନିଶ୍ଚଳ ସାଜି ଉତଥାନର ଇଛାକୁ ଦୂରକୁ ଠେଲି […]
June 18, 2023

ଦରଜା

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ ପ୍ରଫେସର, ବାୟୋକେମିଷ୍ଟ୍ରି ଦରଜା ନୁହେଁ ଏ ଅସୁମାରୀ ସ୍ୱପ୍ନର ଶେଷ ସୋପାନର ସ୍ୱର୍ଣ୍ଣିମ ଆଗମନୀ— ଜୀବନର ରୌଦ୍ର, ବର୍ଷା, କୁହୁଡ଼ିକୁ କାଟି ଯେବେ କାକୁସ୍ଥ ହୋଇ ତୁମ ପାଖେ ଦଣ୍ଡାୟମାନ ପଛକୁ […]
April 16, 2022

ଅପେକ୍ଷମାଣା

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ ତୁମରି ପଥକୁ ଚାହିଁ ବସିଛି ଗୋ ତୁମ ପଦ ପାତକୁ କାନ ଡ଼େରିଛି ମୋ ପ୍ରତୀକ୍ଷାକୁ ସଫଳ କରି ବାହୁ ବେଷ୍ଟନୀ ମଧ୍ୟକୁ ଆସିବକି ପ୍ରିୟ ?   ପ୍ରତ୍ୟେକ କ୍ଷଣ […]
April 16, 2022

ଚା

କିଏ କହେ ଗରମ ପାଣି ମୁନ୍ଦେ ଅବା ନିଶାର ବୁନ୍ଦେ ବକ୍ବାସ୍ କିଏ କହେ କିଏ କହେ ହାଏ ! ଚା ତ ମୋ ଜୀବନ . କପ୍ ଟିଏ ଚା ଆଉ ଦିନର ଶୁଭାରମ୍ଭ ଆଳ ସେ ତ […]
April 16, 2022

ଚର୍ମ –ମର୍ମ

ଅଧ ମିଲିମିଟର୍ ଖୋଳ ହଁ , କିଛି ମେଲାନିନ୍ ର ଖେଳ । ଦେବତା ଗୋଲାମ୍, ଦାନବ ଗୋଲାମ୍ ମଣିଷ ଅବା କି ଛାର ! କମିଲେ ଦେବତା, ବଢିଲେ ଦାନବ କମିଲେ ପଶ୍ଚିମ , […]
April 16, 2022

ଚିରାନନ୍ଦ ସଂଧାନେ

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ ବ୍ୟଭିଚାର ତାର କଳାପଣତକୁ ବେଢ଼ାଇ ରଖିଛି ନିତି ନିତି ଧର୍ଷିତା ନାରୀର ବିଳାପ ପ୍ରତିଫଳିତ ଖବରକାଗଜରପହିଲି ପୃଷ୍ଠାରେ ଆତଙ୍କବାଦ ଓ ହିଂସାର ବହ୍ନି ଖେଳିଯାଏଚତୁର୍ଦ୍ଦିଗେ ବିଛିନ୍ନତାର ଦାନବରସ୍ୱରରେ କମ୍ପିଉଠେ ଧରଣୀ ଏଠି […]
April 16, 2022

ଏମିତି ଥିବି

ଏମିତି ଥିବି  ତୁମ ଜୀବନେ ସବୁଦିନେ ଏମିତି ଥିବି l xxxxxxxxxxxxxxxxxxxxx ଆଖି ନଚେଇ ସେ ପୁଚ୍ଛI କରେ ଏମିତି ମାନେ କେମିତି ??? xxxxxxxxxxxxxxxxxxxxx ଏମିତି ମାନେ ସେମିତି – ଯେମିତି  ଗଣିତରେ ଜ୍ୟାମିତି […]
April 16, 2022

ଜଡ ଲେଖନୀ

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ ପ୍ରଭାତି କିରଣେ ଖୋଜେ ସୂର୍ଯ୍ୟଙ୍କ ସ୍କେଲିଟନ ତନ୍ତୁରେ ତନ୍ତୁରେ ‘ଆନାଟୋମି’ ବାଇ ହେଲା କି ମୋ ମନ ? ସକାଳର ଚା କପରେ ଖୋଜେ  “ବାୟୋକେମିଷ୍ଟ୍ରି” ସମୀକରଣ କାନେ ବାଜିଯାଏ “ଫିଜିଓଲୋଜି” […]