Odia Padya

April 16, 2022

ଅହଂ ବ୍ରହ୍ମାସ୍ମି

ପ୍ରଭୁ ! ମୋ ସାଥେ ଅଛ ସନ୍ଦେହ ନାହିଁ  ଏଥି ହେଲେହେଁ ଅବୁଝା ମନ ଏ ଲଢି ବସେ , ଭାବି ବସେ ଦେଖା ନାହିଁ କାହିଁ ବିଶ୍ବାସିବି କେମିତି ?? ଯେସନେ ଶିଶୁ ଉଂକି […]
April 16, 2022

ତୁମ ଅପେକ୍ଷାରେ

ଝୁମନ୍ତି ମସ୍ତମନେ ଆଜି ତରୁଲତିକା ନାଲି ଅଧରୁ ହସ ଝରାଏ କଳିକା ଧରଣୀ କୋଳାଏ ମୋତେ ହାତ ତୋଳିକା ; ତୁମରି ଆଗମନର କି କାରଣ ଏ ମନେ ମୋ ସଂଚରେ ଏକ ଆଶା ଲତିକା […]
April 16, 2022

କୁହେଳିକା ମୁଁ

ମୋତେ ବୁଝିବାକୁ ଚାହଁ ପରା ? ବୁଝି ଦେଖ ତ ; ମୋତେ ଛୁଇଁ ଦେଖ ଥରେ– ବର୍ଷା ହୋଇ ଝରିଯିବି ଗନ୍ଧ ହୋଇ ପବନେ ଖେଳିଯିବି ଚୁର୍ଣ ହୋଇ ଧୂଳିରେ ମିଶିଯିବି ଅନନ୍ତ ହୋଇ […]
April 16, 2022

ଶୂନ୍ୟ !!!

ଗୋଧୂଳି ଲଗନରେ ନିଘଂଚ ବନରେ ଛିଡା ମୁଁ ହୋଇ ମୂକଟିଏ ହୋଇ ଆନମନା ହୋଇ ଭାବୀ ଚାଲିଥାଇଁ ………… ମିଶିଯା‘ନ୍ତି ମୁହିଁ ଆକାଶର ଶୂନ୍ୟତାରେ ଖେଳିଯା‘ନ୍ତି ପୁଣି ବନ ସବୁଜିମାରେ ଚଳିଯା‘ନ୍ତି ମୁଁ ପବନ ସାଥୀରେ […]
April 16, 2022

ଯନ୍ତ୍ରାୟିତ

ମନର କୋଣେ କୋଣେ ଅଶ୍ରୁର କଣେ କଣେ ମୋର ଭାବନା ଯେ ଇତଃସ୍ତତଃ ; ଆଗରେ ମରଣ ପଛରେ ଜୀବନ ମଝିରେ ମୋର ଆଶାର ଆକାଶ ତାରକିତ ॥ ମନର କୋଣେ କୋଣେ ଅଶ୍ରୁର କଣେ […]
April 16, 2022

ଜୀବନ – ଅଭିନୟ

ମା‘ରେ ବାହାରିଲଲୁଣି ତ? ବରଯାତ୍ରୀ ଆସିଲେଣି ।     ೱೱೱೱ ଓହୋଃ ! ଆଉ କେତେ ଡେରୀ ? ଗ୍ୟାଲେରୀ ଭର୍ତ୍ତି ଅତିଥି ।     ೱೱೱೱ ଶାଢୀ ପିନ୍ଧିଛୁ , ଆଉ ଚୁଡି? ପାଦରେ ଅଳତା […]
April 16, 2022

ଖରାପ ହିଁ ଖବର

ଖାଲି ଖରାପ ହେଲେ ହିଁ ଖବର??? କଟକରେ ମଶା, କୁକୁଡାଂକ ଦୁର୍ଦ୍ଦଶା, ଟ୍ରକ୍ ଓଲଟିଲା, କେହି ଆତ୍ମହତ୍ୟା କଲା, କିଛି ଆହତ କିଛି ନିହତ ! ଖାଲି ଖରାପ ହେଲେ ହିଁ ଖବର !! ନେତାଂକ […]
April 16, 2022

ଖୁବ ସୁନ୍ଦର ଦିଶୁଛି

ଆକାଶ ଟା ଆଜି କାନ୍ଦୁଛି ବୁକୁ ଫଟାଇ କାନ୍ଦୁଛି ଭାରି ଅବୁଝା ଏକା କା’ କଥା ଶୁଣୁନି ଧରଣୀ ମା’ ର ବୁକୁ ଭିଜାଇ ଦେଉଛି |   ତା’ ସୁନେଲି ପେଣ୍ଡୁ ଟା ଛଡାଇ […]
April 16, 2022

ମୁକ୍ତିର ଆନନ୍ଦ

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ   ମୁକ୍ତ ଏକ ବିହଂଗ ମୁଁ  ଆଜି ଉଡିଚାଲେ ମୁକ୍ତିର ପଥେ କେହି ମୋ ପାଇଁ ଅପେକ୍ଷାରତ ଦୂରେ ବହୁ ଦୂରେ ॥ କାମନାରୁ ମୁକ୍ତ ମୁଁ ବାସନାରୁ ମୁକ୍ତ ; […]