ପ୍ରତିକ୍ଷ୍ୟା କେବଳ ତୁମ ପାଇଁ
April 16, 2022
ଖୁବ ସୁନ୍ଦର ଦିଶୁଛି
April 16, 2022

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ

 

ମୁକ୍ତ ଏକ ବିହଂଗ ମୁଁ  ଆଜି
ଉଡିଚାଲେ ମୁକ୍ତିର ପଥେ
କେହି ମୋ ପାଇଁ ଅପେକ୍ଷାରତ
ଦୂରେ ବହୁ ଦୂରେ ॥
କାମନାରୁ ମୁକ୍ତ ମୁଁ
ବାସନାରୁ ମୁକ୍ତ ;
ନିର୍ବାଣ ପ୍ରାପ୍ତି ପଥେ
ଗମେ ମୁଁ ସତ୍ଵରେ
ପ୍ରଭୁ ମୋ ସାଥେ ଆଜି
ପଥେ ମୋ ବୃକ୍ଷ ସାଜି
ଛାୟା କେବେ ବର୍ଷୁଥାନ୍ତି
ସିଂଚନ୍ତି କେବେ ପୁଣି
ଘନ ଘୋର ଘଟାରେ ॥


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *