ଯନ୍ତ୍ରାୟିତ
April 16, 2022
କୁହେଳିକା ମୁଁ
April 16, 2022

ଗୋଧୂଳି ଲଗନରେ
ନିଘଂଚ ବନରେ
ଛିଡା ମୁଁ ହୋଇ
ମୂକଟିଏ ହୋଇ ଆନମନା ହୋଇ
ଭାବୀ ଚାଲିଥାଇଁ …………
ମିଶିଯାନ୍ତି ମୁହିଁ
ଆକାଶର ଶୂନ୍ୟତାରେ
ଖେଳିଯାନ୍ତି ପୁଣି ବନ ସବୁଜିମାରେ
ଚଳିଯାନ୍ତି ମୁଁ ପବନ ସାଥୀରେ
ମିଶିଯାନ୍ତି ପୁଣି ଧୂଳି କଣିକାରେ
ଯେହ୍ନେ ଦେଖୁଥିଲେ
ଦିଶୁଥାଏ ମୁହିଁ
ହାତ ବଢାଇଲେ କେହ୍ନେ ନ  ଥାଇଁ
ଶୂନ୍ୟ ମୁଁ, ଅରୂପ ମୁଁ
ମୋତେ ନ ପାଅ କାହିଁ
ହେଲେ ତୁମ ଅଗୋଚରେ
ତୁମ ପାଶେ ମୁଁ ଥାଇଁ

ବିୟତ୍ ପ୍ରଜ୍ଞା ଆଚାର୍ଯ୍ୟ


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *