ଫୁଲ ପ୍ରତି ଈର୍ଷା
June 24, 2022
ଶଃ…..ହିପୋକ୍ରିଟ
June 24, 2022

ଡ଼ଃ ବିୟତପ୍ରଜ୍ଞା ଆଚାର୍ଯ୍ୟ

କନ୍ୟାଦେଖା ବେଳେ ଏକାନ୍ତରେ ପ୍ରବୋଧ ଅବନ୍ତିକା କୁ ପଚାରିଲା ,”ତୁମେ ସତୀ ତ?”
ଅବନ୍ତିକା ଖିଲ ଖିଲ ହସି କହିଲା ,”ସତୀ ର ପୁଂଲିଙ୍ଗ ଶବ୍ଦ ଟା ଖୋଜି ଆଣିଲେ ଏ ପ୍ରଶ୍ନ ର ଉତ୍ତର ପାଇବେ I”
ଶଙ୍ଖ ହୁଳହୁଳି ଭିତରେ ଡିସେମ୍ବର ૪ତାରିଖରେ ଦୁହିଁଙ୍କର ହାତ ଗଣ୍ଠି ପଡିଲା I


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *