ଡ଼ଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
କନ୍ୟାଦେଖା ବେଳେ ଏକାନ୍ତରେ ପ୍ରବୋଧ ଅବନ୍ତିକା କୁ ପଚାରିଲା ,”ତୁମେ ସତୀ ତ?” ଅବନ୍ତିକା ଖିଲ ଖିଲ ହସି କହିଲା ,”ସତୀ ର ପୁଂଲିଙ୍ଗ ଶବ୍ଦ ଟା ଖୋଜି ଆଣିଲେ ଏ ପ୍ରଶ୍ନ ର ଉତ୍ତର ପାଇବେ I” ଶଙ୍ଖ ହୁଳହୁଳି ଭିତରେ ଡିସେମ୍ବର ૪ତାରିଖରେ ଦୁହିଁଙ୍କର ହାତ ଗଣ୍ଠି ପଡିଲା I
Your email address will not be published. Required fields are marked *
Comment *
Name *
Email *
Website
Save my name, email, and website in this browser for the next time I comment.