ସିମିଳି ଫୁଲ
April 16, 2022
ଶ୍ରଦ୍ଧାଂଜଳୀ ସୁମନ
April 16, 2022

ଭାବିଥିଲି ଦଉଡିଯିବି ତୁମ ବାହୁପାଶକୁ
ଯେ ଦୁନିଆ ପଛୁ ଟାଣିଲା
ଭାବିଥିଲି କଟାକ୍ଷ ହାଣିବି ଯେ
ଲଜ୍ଜା ମୋ ପତା ନୋଇଁଲା
ମୁଁ ତ ହାରିଲି ଲଜ୍ଜା ଓ
ଆକଟ ଶିକୁଳି ଆଗେ
ପାର ଯଦି ତୁମେ,
ଏଠୁ ମୋତେ ନେଇ ଯା ॥

ବିୟତ୍ ପ୍ରଜ୍ଞା ଆଚାର୍ଯ୍ୟ

Leave a Reply

Your email address will not be published. Required fields are marked *