ମରୁଦ୍ୟାନର ସନ୍ଧାନେ
June 22, 2022
ମାମୁ ,ମାଇଁଙ୍କ ପାଇଁପଦେ ଅଧେ
June 22, 2022

ଯାଃ …ମୁକ୍ତ କଲି ତୋତେ …ଫୁଲରୁ ଫୁଲକୁ ଉଡି ବୁଲିବାରେ ତୋର ଖୁସି ..ମୁଁ ତୁଳୀ-ତଳ୍ପ ଶଯ୍ୟାରେ ଶୁଏଇ, ଗେଲ କରି, ତିଆରି ମହୁ ଖୁଏଇ ଯେତେ ବାନ୍ଧି ରଖିଲେ ତୁ କଣ ରହିବୁ …ତୁ ପ୍ରଜାପତି ହୋଇ ରହିବୁ …ଆଉ ମୁଁ ? ଛାଡ଼ ମୋ କଥା ….


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *