The winner
The winner
June 30, 2024
Return of Jagannath
ସମାଧାନ ଯଦି ଆପଣେଇବାକୁ ଚାହିଁବେ
July 13, 2024
patient care first

ସରକାରୀ ଡାକ୍ତରଖାନାରେ ଡାକ୍ତରମାନଙ୍କ ଚିଡିଚିଡା ସ୍ୱଭାବର ତୃଣମୂଳ କାରଣ କେବେ ଖୋଜା ଯାଇଛି କି ? ଦୁନିଆଁ କୋଉଠେ ଯାଇ ପହଞ୍ଚିଲାଣି ହେଲେ ଆଜିଯାଏଁ ସବୁଠୁ ବ୍ୟସ୍ତବହୁଳ ଡାକ୍ତରଖାନା ଡିଜିଟାଇଜ କାହିଁକି ହେଉନି ? ମୁନ୍ନା ଭାଇର “ଯାଦୁ କି ଝପ୍ପୀ” କଳ୍ପନା ଜଗତର କଥା ଓ ହାସ୍ୟରସର କଥା I ଭିତର ଗୁମର କେହି ବୁଝିବାକୁ ଚେଷ୍ଟା କରନ୍ତି କି ? ଗୋଟେ ଦିନ ଭିତରେ ବିଦେଶର ଡାକ୍ତର ମାନେ 6 ଟି ରୋଗୀ ଦେଖନ୍ତି …ଆଉ ଆମର ! 60-200 କିଛି ବି ହୋଇପାରେ I ଏହା ମାନବିକତା କି ?? ପୁରୀ ମନ୍ଦିର ଦର୍ଶନ ଭଳି ଲୋକେ ଡାକ୍ତରଖାନାରେ ବି ମାଡ଼ ପିଟ, ଆଗ ଡାକ୍ତରଙ୍କୁ ରୋଗ ଦେଖେଇବାକୁ । କେବେ IT sector କୁ ଡାକି ପରାମର୍ଶ କରିଛନ୍ତି କି ?
#healthcare #digitisation #patientcarefirst #doctorslife #drvpacharya

Leave a Reply

Your email address will not be published. Required fields are marked *