Galpa

June 24, 2022

ସୁପର ବୋହୂ

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ ଆଜି ମିଶ୍ର ବୁଢ଼ୀଙ୍କ ଘରେ ଭାରୀ ଗହଳି । ରୋଷେଇ ଘରେ ବଡ ହାଣ୍ଡି ହଣ୍ଡା ବସିଛି । ତିନି ଜଣ ବୋହୂ ଲାଗି ପଡିଛନ୍ତି ରାନ୍ଧିବାରେ । ମୁଣ୍ଡ ଘରୁ […]
June 24, 2022

ଶଃ…..ହିପୋକ୍ରିଟ

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ ବିକାଶ ତାର ବାଲକୋନୀରୁ ଠିଆ ହୋଇ ଦୃଷ୍ଟିକୁ ହଜେଇ ଦେଇଛି କେଉଁ ଦୂର ଦିଗବଳୟରେ | ଧୀରେ ଧୀରେ ସୂର୍ଯ୍ୟ ରୁକ୍ଷ ପାହାଡଧାରରେ କ୍ଷତବିକ୍ଷତ ହୋଇ ଉଠିଲେଣି | ତାଙ୍କ ରକ୍ତଛିଟାରେ […]
June 24, 2022

ସତୀ

ଡ଼ଃ ବିୟତପ୍ରଜ୍ଞା ଆଚାର୍ଯ୍ୟ କନ୍ୟାଦେଖା ବେଳେ ଏକାନ୍ତରେ ପ୍ରବୋଧ ଅବନ୍ତିକା କୁ ପଚାରିଲା ,”ତୁମେ ସତୀ ତ?” ଅବନ୍ତିକା ଖିଲ ଖିଲ ହସି କହିଲା ,”ସତୀ ର ପୁଂଲିଙ୍ଗ ଶବ୍ଦ ଟା ଖୋଜି ଆଣିଲେ ଏ […]
June 22, 2022

ମରୁଦ୍ୟାନର ସନ୍ଧାନେ

କପିଳାସ ପର୍ବତର ପାହାଚ ପରେ ପାହାଚ ଏକାକୀ ଚଢ଼ି ଚାଲିଥାନ୍ତି ଦୀନବନ୍ଧୁ | ରାସ୍ତାର ଦୁଇ ପାଖରେ ଥିବା ସବୁଜିମା , ପ୍ରକୃତିର ଧନାଢ୍ୟ ସୁଷମା ଯେକୌଣସି ଲୋକର ମାନଙ୍କୁ ଜିଣିନେବାପାଇଁ ଯଥେଷ୍ଟ | ରାସ୍ତାର […]
June 22, 2022

ଯା ଦେବୀ ସର୍ବଭୂତେଷୁ

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ **************** ଝର୍କା ଆରପାଖର ଉଦାସ ଗୋଧୂଳିର ନିଜକୁ ହଜେଇ ଦେଇ ଆଦ୍ୟରୁ ପ୍ରାନ୍ତ ଅନେକ କିଛି ଭାବି ଯାଉଥାଏ ସନ୍ଧ୍ୟା | କି ଅପୂର୍ବ ରଙ୍ଗୀନ ସମ୍ଭାର ଧାରଣ କରିଛି ଏ […]
June 22, 2022

ଜନ୍ମ -ମୃତ୍ୟୁ ଚକ୍ର

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ ଅଣୁଗଳ୍ପ : “ଗୁରୁଦେବ, ଆପଣ ମୋ କୋଳରେ ଆରଜନ୍ମରେ ଜନ୍ମ ନିଅନ୍ତୁ …ଆପଣଙ୍କ ବିୟୋଗ ମୋ ପାଇଁ ଅସହ୍ୟ, ମୁଁ ବଞ୍ଚି ପାରିବିନି l ଆକୁଳ ହୋଇ ସୋହମ ଗୁରୁଦେବଙ୍କ ଶିଥିଳ […]
June 22, 2022

ବିକ୍ରୀ

(ଅଣୁଗଳ୍ପ) ଡ: ବିୟତ ପ୍ରଜ୍ଞା ଆଚାର୍ଯ୍ୟ ମା’ ର ଅନେକ ଚିନ୍ତା | ଏକମାତ୍ର ପୁତ୍ର ସନ୍ତାନ ଲାଗି କନ୍ୟାଟିଏ ଲୋଡ଼ା | ଅନେକ ଜାଗାରେ କନ୍ୟା ଦେଖିଲେଣି ହେଲେ କେଉଁଠି ଝିଅର ରୂପଗୁଣ ପସନ୍ଦ […]
June 21, 2022

ଏକ ରକ୍ତାକ୍ତ ସୂର୍ଯ୍ୟାସ୍ତର ଦୃଶ୍ୟ

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ ମୁଁ ଦେଖୁଛି – ସେଇ ଯେ ଦୂର ଦିଗବଳୟରେ ପାହାଡଟାଏ ମୁଣ୍ଡ ଟେକି ଛିଡା ହୋଇଛି | ସୂର୍ଯ୍ୟଙ୍କର ଶେଷାବସ୍ଥା | ମୁହଁ ଟା ଉଜ୍ଜଳ ଦେଖା ଯାଉଛି ତପ୍ତ ସୁବର୍ଣ୍ଣପରି […]
June 21, 2022

ଆଉ ଏକ ଆତ୍ମାହୁତି

ଆଉ ଏକ ଆତ୍ମାହୁତି ଡ: ବିୟତ ପ୍ରଜ୍ଞା ଆଚାର୍ଯ୍ୟ ହସ୍ପିଟାଲ ବେଡ଼ରେ ପଡିଛି ମୀନୁ । ଆଖି ଖୋଲି ଚାହିଁଲା । ତାକୁ ଘେରି ଠିଆ ହୋଇଛନ୍ତି ତା ବାପା , ମା’ ଓ ସୁବୁ […]