ପଦେ ଗଜଲ୍

Dr VP Acharya
ROTI RAGGING
April 15, 2022
ସିମିଳି ଫୁଲ
April 16, 2022

ଅସ୍ତମିତ ସୂର୍ଯ୍ୟକରେ
ବେଦନାର କିଛି ଛଟା
ଧାରା ଶ୍ରାବଣର ପୁଣି
ଘୋର ଘନଘଟା
ଚାତକ କହେ ମୁଁ ତୃଷିତ
ମୟୂର କହେ ମୁଁ  ବି
ମେଘମାଳା କହେମୁଁ ଥକିଛି
କେତେ ଆଉ ବରଷିବି.….

Dr. VP Acharya

Leave a Reply

Your email address will not be published. Required fields are marked *