ଯାଦୁ କି ଝପ୍ପୀ

The winner
June 30, 2024
ସମାଧାନ ଯଦି ଆପଣେଇବାକୁ ଚାହିଁବେ
July 13, 2024

ସରକାରୀ ଡାକ୍ତରଖାନାରେ ଡାକ୍ତରମାନଙ୍କ ଚିଡିଚିଡା ସ୍ୱଭାବର ତୃଣମୂଳ କାରଣ କେବେ ଖୋଜା ଯାଇଛି କି ? ଦୁନିଆଁ କୋଉଠେ ଯାଇ ପହଞ୍ଚିଲାଣି ହେଲେ ଆଜିଯାଏଁ ସବୁଠୁ ବ୍ୟସ୍ତବହୁଳ ଡାକ୍ତରଖାନା ଡିଜିଟାଇଜ କାହିଁକି ହେଉନି ? ମୁନ୍ନା ଭାଇର “ଯାଦୁ କି ଝପ୍ପୀ” କଳ୍ପନା ଜଗତର କଥା ଓ ହାସ୍ୟରସର କଥା I ଭିତର ଗୁମର କେହି ବୁଝିବାକୁ ଚେଷ୍ଟା କରନ୍ତି କି ? ଗୋଟେ ଦିନ ଭିତରେ ବିଦେଶର ଡାକ୍ତର ମାନେ 6 ଟି ରୋଗୀ ଦେଖନ୍ତି …ଆଉ ଆମର ! 60-200 କିଛି ବି ହୋଇପାରେ I ଏହା ମାନବିକତା କି ?? ପୁରୀ ମନ୍ଦିର ଦର୍ଶନ ଭଳି ଲୋକେ ଡାକ୍ତରଖାନାରେ ବି ମାଡ଼ ପିଟ, ଆଗ ଡାକ୍ତରଙ୍କୁ ରୋଗ ଦେଖେଇବାକୁ । କେବେ IT sector କୁ ଡାକି ପରାମର୍ଶ କରିଛନ୍ତି କି ?
#healthcare #digitisation #patientcarefirst #doctorslife #drvpacharya

Leave a Reply

Your email address will not be published. Required fields are marked *