vpacharya

June 22, 2022

ଜନ୍ମ -ମୃତ୍ୟୁ ଚକ୍ର

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ ଅଣୁଗଳ୍ପ : “ଗୁରୁଦେବ, ଆପଣ ମୋ କୋଳରେ ଆରଜନ୍ମରେ ଜନ୍ମ ନିଅନ୍ତୁ …ଆପଣଙ୍କ ବିୟୋଗ ମୋ ପାଇଁ ଅସହ୍ୟ, ମୁଁ ବଞ୍ଚି ପାରିବିନି l ଆକୁଳ ହୋଇ ସୋହମ ଗୁରୁଦେବଙ୍କ ଶିଥିଳ […]
June 22, 2022

ବିକ୍ରୀ

(ଅଣୁଗଳ୍ପ) ଡ: ବିୟତ ପ୍ରଜ୍ଞା ଆଚାର୍ଯ୍ୟ ମା’ ର ଅନେକ ଚିନ୍ତା | ଏକମାତ୍ର ପୁତ୍ର ସନ୍ତାନ ଲାଗି କନ୍ୟାଟିଏ ଲୋଡ଼ା | ଅନେକ ଜାଗାରେ କନ୍ୟା ଦେଖିଲେଣି ହେଲେ କେଉଁଠି ଝିଅର ରୂପଗୁଣ ପସନ୍ଦ […]
June 21, 2022

ଏକ ରକ୍ତାକ୍ତ ସୂର୍ଯ୍ୟାସ୍ତର ଦୃଶ୍ୟ

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ ମୁଁ ଦେଖୁଛି – ସେଇ ଯେ ଦୂର ଦିଗବଳୟରେ ପାହାଡଟାଏ ମୁଣ୍ଡ ଟେକି ଛିଡା ହୋଇଛି | ସୂର୍ଯ୍ୟଙ୍କର ଶେଷାବସ୍ଥା | ମୁହଁ ଟା ଉଜ୍ଜଳ ଦେଖା ଯାଉଛି ତପ୍ତ ସୁବର୍ଣ୍ଣପରି […]
June 21, 2022

ଆଉ ଏକ ଆତ୍ମାହୁତି

ଆଉ ଏକ ଆତ୍ମାହୁତି ଡ: ବିୟତ ପ୍ରଜ୍ଞା ଆଚାର୍ଯ୍ୟ ହସ୍ପିଟାଲ ବେଡ଼ରେ ପଡିଛି ମୀନୁ । ଆଖି ଖୋଲି ଚାହିଁଲା । ତାକୁ ଘେରି ଠିଆ ହୋଇଛନ୍ତି ତା ବାପା , ମା’ ଓ ସୁବୁ […]
June 21, 2022

କୋଡ଼ିଏ ବର୍ଷ ବ୍ୟବଧାନରେ ସମାଜରେ ନାରୀର ସ୍ଥିତି ଉପରେ ଏକ ସମୀକ୍ଷା

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ ପ୍ରଫେସର, ବାୟୋକେମିଷ୍ଟ୍ରି ଆଜି ପଛକୁ ବୁଲି ୨໐ବର୍ଷ ତଳର ଏ ମେଡିକାଲ କଲେଜ ପତ୍ରିକାରେ ନିଜ ଆଲେଖ୍ୟ ଦେଖି ଧାରେ ହସ ଚହଟି ଆସିଲା I କହିଥିଲି ତ, ସାହିତ୍ୟକାରମାନେ ସାହିତ୍ୟ […]
June 21, 2022

ବିଶ୍ୱ କବିତା ଦିବସ ଉପଲକ୍ଷେ

ସାହିତ୍ୟ ବିଷୟକୁ ମୋର ପ୍ରାଣେ ଭୟ ଥିଲା l ଗୋଟିଏ ଛୋଟିଆ ଦୁନିଆରେ ଆବଦ୍ଧ ରହୁଥିବା କୁନି ଝିଅଟିଏ ଯିଏ କେବେ ହାଟ-ବଜାର କୁ ବେଶୀ ଥର ଯାଇ ନ ଥିବ , ଗାଁ ମୋଟରୁ […]
June 19, 2022

ଜଗନ୍ନାଥେ ଫେରିଲେ

ଶ୍ରୀ ଗୁରୁ ଚରଣେ ସମର୍ପିତ ——————— ବିଫଳତାର ଶକ୍ତ ଚାପୁଡ଼ା ପ୍ରଥମେ ମୋତେ ବାଜିଲା ଯେବେ ପ୍ରଥମଥର ମେଡିକାଲ ଏଣ୍ଟ୍ରାନ୍ସରେ ଅଳ୍ପ କିଛି ନମ୍ବର ପାଇଁ ସଫଳତା ତାଲିକାରେ ନାଁ ଟିକିଏ ତଳକୁ ଥିଲା | […]
June 19, 2022
ମୋ ଈଶ୍ୱରଙ୍କ ସଂଖ୍ୟା ଏକ

ମୋ ଈଶ୍ୱରଙ୍କ ସଂଖ୍ୟା ଏକ

ଡଃ ଵିୟତପ୍ରଜ୍ଞା ଆଚାର୍ଯ୍ୟ ପ୍ରଫେସର, ବାୟୋକେମିଷ୍ଟ୍ରି ଯଦି ଏ ଶୀର୍ଷକ ଦେଖି ଭାବୁଥିବେ ଯେ , ମୁଁ  କୌଣସି ଆଧ୍ୟାତ୍ମିକ ଚର୍ଚ୍ଚା କରିବାକୁ ଯାଉଛି, ତେବେ ନିରାଶ ହୋଇ ପାରନ୍ତି | ଆପଣ ଯଦି ମୋତେ […]
June 19, 2022

ମାରାଥନର ଶେଷ କିଲୋମିଟର

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ ପ୍ରଫେସର ବାୟୋକେମିଷ୍ଟ୍ରି   ——————————– ଆଉ ଭଲ ଲାଗୁନି ନା ! ଗତ ବର୍ଷ ଲକଡାଉନରେ କେତେ short video upload କଲେ | କେତେ ପ୍ରକାରର ରାନ୍ଧଣାର ଫଟୋ ଉଠାଇ ପକାଇଲେ […]